ଦନ୍ତପାଟି Dantapāṭi

  • ଦେ. ବି. (ସଂ. ଦନ୍ତପଙ୍କ୍ତି) — ଦନ୍ତପଙ୍କ୍ତି (ଦେଖ) — Dantapaṅkti (See)
  • ଦେ. ବି. (ସଂ. ଦନ୍ତପଙ୍କ୍ତି) — ପୁତ୍ରକୁ ଚାହିଁ କୋପଦୃଷ୍ଟି, ଓଷ୍ଠେ ଚାପିଣ ଦନ୍ତପାଟି—ଜଗନ୍ନାଥ. ଭାଗବତ।