ଦନ୍ତଚ୍ଛଦ Dantachchhada

  • ସଂ. ବି. (ଉପପଦ ତତ୍ପୁରୁଷ; ଦନ୍ତ+ଚ୍ଛଦ=ଆଚ୍ଛାଦକ) — ଓପର ଓଷ୍ଠ — The upper lip
  • ସଂ. ବି. (ଉପପଦ ତତ୍ପୁରୁଷ; ଦନ୍ତ+ଚ୍ଛଦ=ଆଚ୍ଛାଦକ) — ଓଷ୍ଠଦ୍ୱୟ — The two lips