ଦନ୍ତ ହୀନ Danta hīna

  • ସଂ. ବିଣ. ପୁଂ—( 3 ୟା ତତ୍; ଦନ୍ତ+ହୀନ) — ଦାନ୍ତ ନ ଥିବା ଲୋକ; ପାକୁଆ — Toothless
  • ସଂ. ବିଣ. ପୁଂ—( 3 ୟା ତତ୍; ଦନ୍ତ+ହୀନ) — ଯେଉଁ ଜୀବଙ୍କର ଦାନ୍ତ ନ ଥାଏ (ପିପୀଲିକାଭୂକ୍ ପ୍ରଭୃତି) — Edentata; (animals) having no teeth