ଦନ୍ତ ମାର୍ଜ୍ଜନୀ Danta mārjjanī

  • ସଂ. ବି. ସ୍ତ୍ରୀ — ଦାନ୍ତଖୁଣ୍ଟା — A tooth-pick
  • ସଂ. ବି. ସ୍ତ୍ରୀ — ଦାନ୍ତରୋଗର ଔଷଧ — Dentrifice
  • ସଂ. ବି. ସ୍ତ୍ରୀ — ଦାନ୍ତଘଷା ବ୍ରୁଷ୍ — Tooth brush
  • ସଂ. ବି. ସ୍ତ୍ରୀ — ଦନ୍ତକାଷ୍ଠ (ଦେଖ) — Dantakāshṭha (See)