ଦନ୍ତ ବାସ Danta bāsa

  • ସଂ. ବି. (ଷଷ୍ଠୀ ତତ୍; ଦନ୍ତ+ବାସ=ଆଚ୍ଛାଦନ) — ଦନ୍ତଚ୍ଛଦ; ଓଠ — The lips
  • ସଂ. ବି. (ଷଷ୍ଠୀ ତତ୍; ଦନ୍ତ+ବାସ=ଆଚ୍ଛାଦନ) — ଦୟା ଜରଜର କରି ଚିତ୍ତ, ଦନ୍ତ ବାସେ ରଖି ଦରସ୍ମିତ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଦ. ଗୀତ।