ଦନ୍ତ ବସନ Danta basana

  • ସଂ. ବି — ଦନ୍ତବାସ; ଓଷ୍ଠ — Lips
  • ସଂ. ବି — କାନ୍ତା କାନ୍ତ ଦନ୍ତବସନ ତୁଳେ—ଦୀନକୃଷ୍ଣ. ରସକଲ୍ଲୋଳ।