ଦନ୍ତ ଧାବନ Danta dhābana

  • ସଂ. ବି. (ଦନ୍ତ+ଧାବ୍ ଧାତୁ=ଧୋଇବା+କରଣ ଅନ) — ଦାନ୍ତକାଠି — Tooth pick; tooth brush
  • ସଂ. ବି. (ଦନ୍ତ+ଧାବ୍ ଧାତୁ=ଧୋଇବା+କରଣ ଅନ) — ଖଇର ଗଛ — The catechu tree; Mimosa Catechu
  • ସଂ. ବି. (ଦନ୍ତ+ଧାବ୍ ଧାତୁ=ଧୋଇବା+କରଣ ଅନ) — ବଉଳ ଗଛ — The Bakuḻa tree; Mimusops Elengi
  • ସଂ. ବି. (ଦନ୍ତ+ଧାବ୍ ଧାତୁ=ଧୋଇବା+କରଣ ଅନ) — (+ଭାବ. ଅନ) ଦାନ୍ତ ଘଷିବା; ଦାନ୍ତ ପରିଷ୍କାର କରିବା — The act of cleansing the teeth