ଦନା ପୁଡ଼ୁଗା Danā puṟḍ̠ugā

  • ପ୍ରାଦେ (ଗଡ଼ଜାତ) ବି — ପତରପୋଡ଼ା; ଛତୁ, ଛୋଟମାଛ, କଖାରୁଡ଼ଙ୍କ ପ୍ରଭୃତିକୁ ପୋଡ଼ିବା ପାଇଁ ପତରରେ ବନ୍ଧାଯିବା ପୁଡ଼ା — A packet of small fishes, mushroom etc made with leaves and put inside hot embers to be taken as curry