ଦଦ୍ରୁଘ୍ନ Dadrughna

  • ସଂ. ବିଣ. (ଦଦ୍ରୁ= ହନ୍ ଧାତୁ+ କର୍ତ୍ତୃ. ଅ) — ଦଦ୍ରୁରୋଗନାଶକ — Destructive of or antidote for ringworm
  • ବି — ଜାଦୁଖାଇ ଗଛ; ଚକ୍ରମର୍ଦ୍ଦି ଗଛ — Cassia Tora; a tree with clustering yellow flowers, often used as an antidote for ringworm