ଦତ୍ତାବଧାନ Dattābadhāna

  • ସଂ. ବିଣ. ପୁଂ. (ବହୁବ୍ରୀହି; ଦତ୍ତ+ଅବଧାନ) — ମନୋଯୋଗୀ — Attentive; mindful
  • ସଂ. ବିଣ. ପୁଂ. (ବହୁବ୍ରୀହି; ଦତ୍ତ+ଅବଧାନ) — ଅର୍ପିତଚିତ୍ତ — With the heart bent upon some fixed aim or purpose