ଦତ୍ତାତ୍ମା Dattātmā

  • ସଂ. ବି (ବହୁବ୍ରୀହି; ଦତ୍ତ+ ଆତ୍ମନ୍) — ନିଜେ ଆସି ଅନ୍ୟର ପୁତ୍ରତ୍ୱ ସ୍ୱୀକାର କରିବା ବ୍ଯକ୍ତି — A person who has given himself away as a son to another person
  • ବିଣ — ଆତ୍ମସମର୍ପଣକାରୀ — Giving one's self away to another person; yeielding to another person