ଦତ୍ତମନାଃ Dattamanāḥ

  • ସଂ. ବିଣ. (ବହୁବ୍ରୀହି; ଦତ୍ତ+ମନସ୍; 1 ମା. 1 ବ.) — ମନୋଯୋଗୀ — Attentive
  • ସଂ. ବିଣ. (ବହୁବ୍ରୀହି; ଦତ୍ତ+ମନସ୍; 1 ମା. 1 ବ.) — କୌଣସି ବିଷୟରେ ଅର୍ପିତଚିତ୍ତ — With the heart bent upon some aim or set purpose