ଦଣ୍ଡିକା Daṇḍikā

  • ସଂ. ବି. ସ୍ତ୍ରୀ. (ଦଣ୍ଡିକ+ସ୍ତ୍ରୀ. ଆ) — ଦଉଡ଼ି — A rope
  • ସଂ. ବି. ସ୍ତ୍ରୀ. (ଦଣ୍ଡିକ+ସ୍ତ୍ରୀ. ଆ) — ହାର — A necklace
  • ସଂ. ବି. ସ୍ତ୍ରୀ. (ଦଣ୍ଡିକ+ସ୍ତ୍ରୀ. ଆ) — ଲୁହାର ଗୋଡ଼ବେଡ଼ି — Shackles or chains for the leg