ଦଣ୍ଡାହତ Daṇḍāhata

  • ସଂ. ବିଣ (ତୃତୀୟା ତତ୍; ଦଣ୍ଡ+ଆହତ) — ଠେଙ୍ଗା ଦ୍ୱାରା ତାଡ଼ିତ — Beaten with lathi
  • ବି — ଘୋଳଦହି — Churned curd; butter milk