ଦଣ୍ଡାମାରୁ Daṇḍāmāru

  • ଦେ. ବି — ଯେଉଁ ବ୍ଯକ୍ତି ଅନ୍ୟଙ୍କୁ ବଧ ବା ପ୍ରହାର କରିବା ନିମନ୍ତେ ଠେଙ୍ଗା ଧରି ଥାଏ; ଲାଠିଆଳ — A person armed with a cudgel to kill or beat others
  • ଦେ. ବି — ଭୀମ ପରାକ୍ରମ ବ୍ଯକ୍ତି — A mighty or powerful person
  • ଦେ. ବି — ଭୟଙ୍କର ବ୍ଯକ୍ତି — A ferocious person