ଦଣ୍ଡାଜ୍ଞା Daṇḍājn̄ā

  • ସଂ. ବି. ( 6 ଷ୍ଠୀ ତତ୍; ଦଣ୍ଡ+ଆଜ୍ଞା) — ଅପରାଧୀର ଦଣ୍ଡ ନିମନ୍ତେ ବିଚାରପତିଙ୍କ ପ୍ରଦତ୍ତ ହୁକୁମ — Judicial sentence passed on an accused; order of conviction