ଦଣ୍ଡାଜିନ Daṇḍājina

  • ସଂ. ବି — ପ୍ରତାରଣା; କପଟବେଶ — Fraud; cheating; false garb
  • ସଂ. ବି — ସନ୍ନ୍ୟାସୀଙ୍କ ବ୍ଯବହୃତ ଦଣ୍ଡ ଓ ମୃଗ ବା ବ୍ୟାଘ୍ରଛାଲ — The staff and hide used by an ascetic