ଦଣ୍ଡା ଭଙ୍ଗା Daṇḍā bhaṅgā
- ଦେ. ବିଣ — ପଡ଼ିଆ, ଗୋଚର ଓ ଶ୍ମଶାନ ଆଦି ଭାଙ୍ଗି ଯେ ଚାଷ କରେ — Reclaiming a waste or village common
- ଦେ. ବିଣ — ପରସ୍ତ୍ରିରୀ ହରଣ ଯେ ଦଣ୍ଡାଭଙ୍ଗା ଚାଷୀ। ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା।
- ବି — ପଡ଼ିଆ ବା ଦଣ୍ଡାକୁ କୃଷିଯୋଗ୍ୟ ଜମିରେ ପରିଣତ କରିବା — Reclamation of waste land