ଦଣ୍ଡା ଧରିବା Daṇḍā dharibā

  • ଦେ. କ୍ରି — ଚାଲୁଥିବା ଶଗଡ଼ର ଗତିକୁ ନିୟନ୍ତ୍ରିତ କରିବା ସକାଶେ ଶଗଡ଼ର ପଛ ଭାଗରେ ଥିବା ଦଣ୍ଡାର ମୁଠିରେ ହାତ ପକାଇବା — To hold the handles of the cart-poles in order to direct the movement of a cart from behind