ଦଣ୍ଡବତ୍ Daṇḍabat
- ସଂ. ଅ. (ଦଣ୍ଡ=ଯଷ୍ଟି+ସାଦୃଶ୍ୟାର୍ଥେ ବତ୍) — ଯଷ୍ଟି ପରି ସିଧା ଭାବରେ — Prostrate like a stick
- ବି — ଦଣ୍ଡବତ (ଦେଖ) — Daṇḍabata (See)
- ବି — (ଦଣ୍ଡ+ଅଛି ଅର୍ଥେ. ବତ୍)—ଦଣ୍ଡୀ; ସନ୍ନ୍ୟାସୀ — A class of anchorites holding the sacred staff
- ସଂ. ବିଣ (ଶବ୍ଦ) ଯଷ୍ଟିଧାରୀ — Carrying a stick; armed with a stick