ଦଣ୍ଡପାଶୀ Daṇḍapāṡī
- ଦେ. ବି. (ସଂ. ଦଣ୍ଡ+ ପାଶ୍; ଲୋକକୁ ଦଣ୍ତଦେବା ପାଇଁ ଯାହାଙ୍କଠାରେ ଦଣ୍ତ ଓ ପାଶ ଥାଏ) — ରାଜା — King
- ଦେ. ବି. (ସଂ. ଦଣ୍ଡ+ ପାଶ୍; ଲୋକକୁ ଦଣ୍ତଦେବା ପାଇଁ ଯାହାଙ୍କଠାରେ ଦଣ୍ତ ଓ ପାଶ ଥାଏ) — ଯେଉଁ ବ୍ଯକ୍ତି ଲୋକକୁ ବାନ୍ଧି ବାଡ଼େଇବା ପାଇଁ ଠେଙ୍ଗା ଓ ଫାଶ ଧରିଥାଏ — A person carrying a stick and noose to punish people
- ଦେ. ବି. (ସଂ. ଦଣ୍ଡ+ ପାଶ୍; ଲୋକକୁ ଦଣ୍ତଦେବା ପାଇଁ ଯାହାଙ୍କଠାରେ ଦଣ୍ତ ଓ ପାଶ ଥାଏ) — ବାସ ପବନ ଦଣ୍ଡପାଶୀ, ବଳେ ହରଇ ବୋଲି ଦୋଷୀ। ଭଞ୍ଜ. ବୈଦେହୀଶବିଳାସ।)