ଦଣ୍ଡଧାରୀ Daṇḍadhārī

  • ସଂ. ବିଣ. ପୁଂ—(ଦଣ୍ଡ+ ଧୃ ଧାତୁ+ କର୍ତ୍ତୃ. ଇନ୍) — ଯେ ଯଷ୍ଟି ଧାରଣ କରି ଥାଏ — Holding a staff
  • ବି. — ଦଣ୍ଡୀ; ସନ୍ନ୍ୟାସୀ — An anchorite carring a staff
  • ବି. — ରାଜା — King
  • ବି. — ଯେରୂପେ ସନମାନ କରି; ଛାମୁରେ ଉଭା ଦଣ୍ଡଧାରୀ। ଭୂପତି, ପ୍ରେମପଞ୍ଚାମୃତ।