ଦଣ୍ଡକିରି Daṇḍakiri
- ଦେ. ବି. (ସଂ. ଦଣ୍ଡିକ; ଦଣ୍ଡକ) — ଏକପ୍ରକାର ଅତି ଛୋଟ ମାଛ — A very small fresh water fish; a sort of fry; minnow; Perilampus Laubuca
- ଦେ. ବି. (ସଂ. ଦଣ୍ଡିକ; ଦଣ୍ଡକ) — [ଦ୍ର—ଏ ମାଛ ଲମ୍ବରେ 1 ଠାରୁ 2 ଇଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି। ମୁଣ୍ଡ ଚେପଟା, ଏମାନଙ୍କ କାନ୍ଧର ପକ୍ଷି ଉପରେ ଗୋଟିଏ କଳା ଦାଗ ଥାଏ। ଏମାନଙ୍କର କାତି ଅଛି ଓ ଏମାନେ ମଧୁର ପାଣିରେ ଦଳ ଦଳ ହୋଇ ରହନ୍ତି।] — [ଦ୍ର—ଏ ମାଛ ଲମ୍ବରେ1ଠାରୁ2ଇଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି ମୁଣ୍ଡ ଚେପଟା, ଏମାନଙ୍କ କାନ୍ଧର ପକ୍ଷି ଉପରେ ଗୋଟିଏ କଳା ଦାଗ ଥାଏ ଏମାନଙ୍କର କାତି ଅଛି ଓ ଏମାନେ ମଧୁର ପାଣିରେ ଦଳ ଦଳ ହୋଇ ରହନ୍ତି]