ଦଣ୍ଡ ସ୍ଥାନ Daṇḍa sthāna
- ସଂ. ବି. ( 6 ଷ୍ଠୀ ତତ୍; ଦଣ୍ଡ+ସ୍ଥାନ) — ଯେଉଁ ସ୍ଥାନରେ ଅପରାଧୀକୁ ଦଣ୍ଡ ଦିଆଯାଏ — A place where an offender undergoes punishment
- ସଂ. ବି. ( 6 ଷ୍ଠୀ ତତ୍; ଦଣ୍ଡ+ସ୍ଥାନ) — ମନୁଷ୍ୟକୁ ଯେଉଁ ଯେଉଁ ଅଙ୍ଗରେ ବା ବିଷୟରେ ଦଣ୍ଡ ଦିଆ ଯାଇପାରେ — The limbs or items on which punishment is meted out
- ସଂ. ବି. ( 6 ଷ୍ଠୀ ତତ୍; ଦଣ୍ଡ+ସ୍ଥାନ) — [ଦ୍ର—ମନୁସଂହିତା ମତରେ ଉପସ୍ଥ, ଉଦର, ଜିହ୍ୱା, ହସ୍ତ, ପଦ, ଆଖି, ନାକ, କାନ, ଧନ ଓ ଦେହ ଦଣ୍ଡସ୍ଥାନ— ହି. ଶବ୍ଦସାଗର।]