ଦଣ୍ଡ ବିଧି Daṇḍa bidhi

  • ସଂ. ବି — ରାଜ୍ୟର ଶାସନ ବିଧି — Administrative rules of a state
  • ସଂ. ବି — ଅପରାଧୀର ଦଣ୍ଡବିଧାନ ନିମନ୍ତେ ପ୍ରଣୀତ ନିୟମାବଳୀ — The Penal Code
  • ସଂ. ବି — ଫୌଜଦାରୀ କାର୍ଯ୍ୟବିଧି ଆଇନ୍ — Criminal procedure Code