ଦଣ୍ଡ ପାଣି Daṇḍa pāṇi

  • ସଂ. ବିଣ. (ବହୁବ୍ରୀହି; ଦଣ୍ଡ+ପାଣି) — ଦଣ୍ଡଧର — Carrying a staff
  • ବି — ଯମ — J̄ama
  • ବି — ଶିବାନୁଚରବିଶେଷ — An attendant of Ṡiba
  • ବି — ରାଜା — King
  • ବି — ବଡ଼ଭୀ ଲଭି ପାତାଳେ ଲୁଚି ଲଙ୍କା ବଡ଼ଭି ପୁରକୁ ମୁଞ୍ଚି, ଲଙ୍କା ଯେ ଦଣ୍ଡପାଣିରେ ରଚି ଭୟ ଯେମନ୍ତ ଯେ। ଭଞ୍ଜ. ବୈଦେହୀଶବିଳାସ।