ଦଣ୍ଡ ପକେଇବା Daṇḍa pakeibā

  • ଦେ. କ୍ରି — ବାରମ୍ବାର ଭୂମିରେ ଦଣ୍ଡବତ୍ ପତିତ ହେବା ଓ ଉଠିବାଦ୍ୱାରା ବ୍ଯାୟାମ କରିବା — To perform a kind of athletic exercise by alternately prostrating the body and getting up horizontally