ଦଣ୍ଡ ଦେବୀ Daṇḍa debī

  • ଦେ. ବି. (ନାମ) — କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବତା — Name of a Goddess worshipped in the Keonjhar State of Orissa
  • ଦେ. ବି. (ନାମ) — ଦଣ୍ଡଦେବୀ ଅଧିଷ୍ଠିତ ସେହି ଶୈଳେ ସାଳକାଷ୍ଠ କରି ଗଦା। ରାଧାନାଥ. ପାର୍ବତୀ।