ଦଣ୍ଟେଇବା Daṇṭeibā
- ଦେ. କ୍ରି. (ସଂ. ଦଣ୍ଡ) — କୌଣସି ବ୍ଯକ୍ତିକୁ ବେକାବୁ କରିବା; ନାକାନ୍ତ କରିବା — To overpower a person
- ଦେ. କ୍ରି. (ସଂ. ଦଣ୍ଡ) — କୌଣସି ବ୍ଯକ୍ତିକୁ କିଂକର୍ତ୍ତବ୍ୟ— ବିମୂଢ଼ କରିବା — To corner a person; to reduce a person to straits or helplessness
- ଦେ. କ୍ରି. (ସଂ. ଦଣ୍ଡ) — ହେମତ୍ ଦେବା — To encourage a person
- ଦେ. କ୍ରି. (ସଂ. ଦଣ୍ଡ) — ଶଗଡ଼ ଦଣ୍ଡାର ଅଗକୁ ଧରି ପଛ ଆଡ଼ୁ ଶଗଡ଼ର ଗତିକୁ ନିୟନ୍ତ୍ରିତ କରିବା — To direct the movement of a cart by holding the ends of the poles from behind
- ଦେ. କ୍ରି. (ସଂ. ଦଣ୍ଡ) — ଉତ୍ତେଜିତ କରିବା — To instigate a person; to incite