ଦଜ୍ଜାଲ Dajjāl

  • ବୈଦେ. ବିଣ (ଆ, ତୁଳ. ସଂ. ଦୁର୍ଜ୍ଜୟ) ଦୁର୍ଦ୍ଦାନ୍ତ — Very wicked
  • ବୈଦେ. ବିଣ (ଆ, ତୁଳ. ସଂ. ଦୁର୍ଜ୍ଜୟ) ପ୍ରବଳପ୍ରତାପୀ — Invincible; powerful