ଦଙ୍ଗା ହେଙ୍ଗାମା Daṅgā heṅgāmā
- ବୈଦେ. ବି (ଫା. ଦଙ୍ଗଲ ଓ ହାଙ୍ଗାମା) — ଫୌଜଦାରୀ — Breach of the peace; riot; physical violence
- ବୈଦେ. ବି (ଫା. ଦଙ୍ଗଲ ଓ ହାଙ୍ଗାମା) — ମାଡ଼ପିଟ୍; ଗୋଳମାଳ — Row; affray; violent uproar
- ବୈଦେ. ବି (ଫା. ଦଙ୍ଗଲ ଓ ହାଙ୍ଗାମା) — ବେଆଇନ ଜନତା — Unlawful assembly
- ବୈଦେ. ବି (ଫା. ଦଙ୍ଗଲ ଓ ହାଙ୍ଗାମା) — କଳିକଜିଆ — Uproarous quarrel
- ବୈଦେ. ବି (ଫା. ଦଙ୍ଗଲ ଓ ହାଙ୍ଗାମା) — ମାଡ଼ପିଟ୍ ଓ ମିଥ୍ୟା ମକଦମା ମାମଲା ଦାଏର — Affray and institution of false cases