ଦଗ୍ଧ Dagdha
- ସଂ. ବିଣ. (ଦହ୍ ଧାତୁ=ପୋଡ଼ିବା+କର୍ମ. ତ) — ପୋଡ଼ା — Burnt
- ସଂ. ବିଣ. (ଦହ୍ ଧାତୁ=ପୋଡ଼ିବା+କର୍ମ. ତ) — ଭସ୍ମୀକୃତ — Reduced to ashes
- ସଂ. ବିଣ. (ଦହ୍ ଧାତୁ=ପୋଡ଼ିବା+କର୍ମ. ତ) — ମରି ଝାଉଁଳି ପଡ଼ିଥିବା — Withered
- ସଂ. ବିଣ. (ଦହ୍ ଧାତୁ=ପୋଡ଼ିବା+କର୍ମ. ତ) — (କର୍ତ୍ତୃ. ତ) ସନ୍ତପ — Afflicted
- ସଂ. ବିଣ. (ଦହ୍ ଧାତୁ=ପୋଡ଼ିବା+କର୍ମ. ତ) — ମହା ଆକୁଳେ ନିତି ଦଗ୍ଧ ହୋଇ—ଭଞ୍ଜ. ପ୍ରେମସୁଧାନିଧି
- ଦେ. ବି. — ଦଗଧ (ଦେଖ) — Dagadha (See)