ଦଗ୍ଧମାନ Dagdhamāna

  • ଦେ. ବିଣ. (ପ୍ରାଚୀନ ପଦ୍ଯ) (ସଂ. ଦହ୍ୟମାନ) — ପୋଡ଼ିଯାଇଥିବା — Burning; ablaze
  • ଦେ. ବିଣ. (ପ୍ରାଚୀନ ପଦ୍ଯ) (ସଂ. ଦହ୍ୟମାନ) — ତୃଣାଦି ହୁତାଶନେ ଯେହ୍ନେ ସ୍ପରଶେ ହୋନ୍ତି ଦଗ୍ଧମାନେ—ଜଗନ୍ନାଥ. ଭାଗବତ।