ଦଗ୍ଧପତ୍ର ନ୍ୟାୟ Dagdhapatra nyāya

  • ସଂ. ବି. — ଗଛର ପତ୍ରମାନ ପୋଡ଼ି ଗଲେ ପତ୍ରର ପୂର୍ବ ଅବୟବ ଓ ଆକାର ଦେଖି ମଧ୍ୟ ତାହା କେଉଁ ପତ୍ର ବୋଲି ଜ୍ଞାନ କରାଯାଏ, ଏହିପରି ନ୍ଯାୟ — An analogy of leaves burnt to ashes still retaining their former shape and contour