ଦଗ୍ଧ ହୃଦୟ Dagdha hṛudaya

  • ସଂ. ବି. (କର୍ମଧା. ଦଗ୍ଧ+ହୃଦୟ) — ଦୁଃଖଦ୍ୱାରା କ୍ଳିଶ୍ୟମାନ ହୃଦୟ — An afflicted heart; sorrowfull heart
  • ସଂ. ବି. (କର୍ମଧା. ଦଗ୍ଧ+ହୃଦୟ) — ଅନୁତାପକ୍ଳିଷ୍ଟ ମନ — Penitent heart
  • ସଂ. ବିଣ (ବହୁବ୍ରୀହି) — ଯାହାର ହୃଦୟ ଅନୁତାପରେ କ୍ଳିଷ୍ଟ ହୋଇଅଛି — Penitent