ଦଗା ଦେବା Dagā debā

  • ଦେ. କ୍ରି. — ଠକାଇବା — To defraud; to deceive
  • ଦେ. କ୍ରି. — ଦଗାଦେବା ମନେ ଗୁପତେ ଅରଣ୍ଯେ ବାହାରିଲେ ବହି ତମ। ବ୍ରଜନାଥ ସମତରଙ୍ଗ।
  • ଦେ. କ୍ରି. — କ୍ଷତିଗ୍ରସ୍ତ କରିବା — To put to loss