ଦଗଧିବା Dagadhibā

  • ଦେ (ପଦ୍ଯ) କ୍ରି — ପୋଡ଼ିବା; ଦଗ୍ଧ କରିବା — To burn
  • ଦେ (ପଦ୍ଯ) କ୍ରି — ଏ ପୁଣି ଭାଙ୍ଗି ଦଗଧିଲେ ଏକ ହୁଅଇ ଯେପ୍ରକାର—ଜଗନ୍ନାଥ, ଭାଗବତ।