ଦଗଧି ମରିବା Dagadhi maribā

  • ଦେ. (ପଦ୍ଯ) କ୍ରି — ଦହଗଞ୍ଜ ହୋଇ କଷ୍ଟ ପାଇବା — To be sorely afflicted
  • ଦେ. (ପଦ୍ଯ) କ୍ରି — ତାଙ୍କ ପୋଷଣେ ଚିନ୍ତା କରେ ଦଗଧି ମୋତେ ଦୁଃଖ ଘୋରେ। ଜଗନ୍ନାଥ, ଭାଗବତ।