ଦଖଲ ପାଇବା Dakhala pāibā

  • ଦେ. କ୍ରି. (କଚିରିଆ) ଅନ୍ଯ ବ୍ଯକ୍ତି ବା ଅଦାଲତ ସାହାଯ୍ଯରେ କୌଣସି ସମ୍ପତ୍ତିରେ ଆପଣାର ଦଖଲ ପ୍ରାପ୍ତ ହେବା ବା ଲାଭ କରିବା — To be admitted into possession