ଦଖଲ ଦେବା Dakhala debā

  • ଦେ. କ୍ରି. — (କଚିରିଆ କୌଣସି ବ୍ଯକ୍ତିକୁ କୌଣସି ସମ୍ପତ୍ତିରେ ପ୍ରଥମେ ଦଖଲକାର କରାଇବା — To give possession; to deliver possession; to admit a person into possession