ଦକ୍ଷିଣେର୍ମା Dakshiṇermā
- ସଂ. ବିଣ (ବହୁବ୍ରିହୀ; ଦକ୍ଷିଣ=ଡାହାଣ ଦିଗରେ+ଇର୍ମା =କ୍ଷତ ହୋଇଅଛି ଯାହାର) — ବ୍ୟାଧଦ୍ୱାରା ଡାହାଣଅଙ୍ଗରେ ଶରାହତ (ମୃଗ) — (a deer) Wounded by an arrow on its right side
- ବି — ଦକ୍ଷିଣ ପାର୍ଶ୍ୱରେ ଶରାହତ ମୃଗ — A stag struck with an arrow on his right side