ଦକ୍ଷିଣୀୟ Dakshiṇīya

  • ସଂ. ବିଣ — (ଦକ୍ଷିଣା+ଅର୍ହାର୍ଥେ ଈୟ)— ଦକ୍ଷିଣା ପାଇବାର ଯୋଗ୍ୟ — Deserving to be presented with 'Dakshiṇā'
  • ସଂ. ବିଣ — (ଦକ୍ଷିଣ+ସମ୍ବନ୍ଧାର୍ଥେ ଇୟ) ଦକ୍ଷିଣ (ଦିଗ ବା ପାଖ) ସମ୍ବନ୍ଧୀୟ — Southern; right (side)