ଦକ୍ଷିଣୀ ଦାରୀ Dakshiṇī dārī

  • ଦେ. ବି. — ଦାକ୍ଷିଣାତ୍ୟ ଦେଶୀୟ ନର୍ତ୍ତକୀ — A Deccanese or Telugu dancing girl
  • ଦେ. ବି. — [ଦ୍ର— ଦାକ୍ଷିଣାତ୍ୟ ଅଞ୍ଚଳର ବେଶଭୁଷାକୁ ଓଡ଼ିଆମାନେ ପସନ୍ଦ କରନ୍ତି। ସେଥିପାଇଁ କୌଣସି ସ୍ତ୍ରୀ କୁ ବେଶୀ ସୁନ୍ଦରୀ ଦେଖିଲେ ଅନ୍ଯ ସ୍ତ୍ରୀ ଲୋକମାନେ ତାକୁ 'ଦକ୍ଷିଣୀ ଦାରୀ' ପରି ସୁନ୍ଦର ଦିଶୁଛି ବୋଲି କହିଥାନ୍ତି।]