ଦକ୍ଷିଣୀ ଖୋଷା Dakshiṇī khoshā
- ଦେ. ବି. — ତେଲଙ୍ଗାଣୀମାନେ ମୁଣ୍ଡର ପଛକୁ ଡାହାଣ ଆଡ଼କୁ ବକ୍ର କରି ବାନ୍ଧିଥିବା ଟଭାଫାଳ ପରି ଖୋଷା ବା ଜୁଡ଼ା — A pecullar chignon dressed on the right side of the back of the head by Telugu women
- ଦେ. ବି. — [ଦ୍ର—ମୁଣ୍ଡର ବାଳରେ ପ୍ରଥମେ ଗଣ୍ଠି ପକାଇ ସେ ଗଣ୍ଠିକୁ ତଳଆଡ଼କୁ ଲେଉଟାଇ ଆଣି ଗୋଟିଏ ପାଖରେ ବେକ ଉପରେ କେଶ ମଧ୍ୟରେ ଖୋସି ବଙ୍କିମ ଭାଙ୍ଗିରେ ଏ ଖୋଷା ପକାନ୍ତି। ଓଡ଼ିଆମାନଙ୍କ ଆଖିକୁ ଏ ଖୋଷା ଅତ୍ୟନ୍ତ ସୁନ୍ଦର ଦେଖାଯାଏ।]