ଦକ୍ଷିଣାୟନ Dakshiṇāyana

  • ସଂ. ବି. ( 7 ମୀ ତତ୍; ଦକ୍ଷିଣା= ଦକ୍ଷିଣ ଦିଗରେ+ ଅୟନ=ସୂର୍ଯ୍ୟଙ୍କ ଗତି) — ଶ୍ରାବଣଠାରୁ ପୌଷ ପର୍ଯ୍ୟନ୍ତ 6 ମାସ ସମୟ — ଶ୍ରାବଣଠାରୁ ପୌଷ ପର୍ଯ୍ୟନ୍ତ6ମାସ ସମୟ—. The six months during which the sun's orbit passes towards the south (from 27th June to 22nd December); the period between the summer solstice and winter solstice
  • ସଂ. ବି. ( 7 ମୀ ତତ୍; ଦକ୍ଷିଣା= ଦକ୍ଷିଣ ଦିଗରେ+ ଅୟନ=ସୂର୍ଯ୍ୟଙ୍କ ଗତି) — [ଦ୍ର— ସୂର୍ଯ୍ୟ 27 ତାରିଖ ଜୁନ୍ରେ କର୍କରେଖା ଅର୍ଥାତ୍ ଉତ୍ତରୀୟ ଅୟନ ସୀମାରେ ପହଞ୍ଚନ୍ତି। ତତ୍ପରେ ସୂର୍ଯ୍ୟ ସେଠାରୁ ଦକ୍ଷିଣ ଆଡ଼କୁ ଗତି କରି 22 ତାରିଖ ଡିସେମ୍ବରରେ ମକର ରେଖା ବା ଦକ୍ଷିଣ ଅୟନ ସୀମାରେ ପହଞ୍ଚନ୍ତି । ଏହି ସମୟକୁ ଦକ୍ଷିଣାୟନ ବୋଲାଯାଏ । ଏହି ସମୟରେ କୂଅ, ପୋଖରୀ, ମନ୍ଦିର, ଦେବତା ଆଦିଙ୍କ ପ୍ରତିଷ୍ଠା ଆଦି ନିଷିଦ୍ଧ । ହି. ଶବ୍ଦସାଗର ।] — [ଦ୍ର— ସୂର୍ଯ୍ୟ27ତାରିଖ ଜୁନ୍ରେ କର୍କରେଖା ଅର୍ଥାତ୍ ଉତ୍ତରୀୟ ଅୟନ ସୀମାରେ ପହଞ୍ଚନ୍ତି ତତ୍ପରେ ସୂର୍ଯ୍ୟ ସେଠାରୁ ଦକ୍ଷିଣ ଆଡ଼କୁ ଗତି କରି22ତାରିଖ ଡିସେମ୍ବରରେ ମକର ରେଖା ବା ଦକ୍ଷିଣ ଅୟନ ସୀମାରେ ପହଞ୍ଚନ୍ତି ଏହି ସମୟକୁ ଦକ୍ଷିଣାୟନ ବୋଲାଯାଏ ଏହି ସମୟରେ କୂଅ, ପୋଖରୀ, ମନ୍ଦିର, ଦେବତା ଆଦିଙ୍କ ପ୍ରତିଷ୍ଠା ଆଦି ନିଷିଦ୍ଧ ହି. ଶବ୍ଦସାଗର ]
  • ସଂ. ବି. ( 7 ମୀ ତତ୍; ଦକ୍ଷିଣା= ଦକ୍ଷିଣ ଦିଗରେ+ ଅୟନ=ସୂର୍ଯ୍ୟଙ୍କ ଗତି) — ପୃଥିବୀର ମଧ୍ୟସ୍ଥ ବିଷୁବ ରେଖାଠାରୁ ସୂର୍ଯ୍ୟଙ୍କର ଦକ୍ଷିଣକୁ ଗମନ — The passing of the sun to the south of the equator, the south declension of the sun