ଦକ୍ଷିଣାର୍ହ Dakshiṇārha

  • ସଂ. ବିଣ (ଦକ୍ଷିଣା+ଅର୍ହ ଧାତୁ=ଯୋଗ୍ୟ ହେବା+ କର୍ତ୍ତୃ. ଅ) — ଦକ୍ଷିଣା ପାଇବାର ଉପଯୁକ୍ତ (ବ୍ଯକ୍ତି) — Deserving to be given a present of 'Dakshiṇā