ଦକ୍ଷିଣ ହସ୍ତ Dakshiṇa hasta
- ସଂ. ବି — ଡାହାଣ ହାତ — Right hand
- ସଂ. ବି — (ଲକ୍ଷଣାର୍ଥ) ମନୁଷ୍ୟ ପକ୍ଷରେ ଡାହାଣ ହାତ ଯେଉଁପରି କାର୍ଯ୍ୟକାରୀ ସେହିପରି ସାହାଯ୍ଯକାରୀ ବ୍ଯକ୍ତି — (figurative) Right hand man
- ସଂ. ବି — (ଲକ୍ଷଣାର୍ଥ) ଡାହାଣ ହାତଦ୍ୱାରା ଚାଳିତ ଦୈନିକ କ୍ରିୟା; ପାନ ଓ ଭୋଜନ — (figurative) Eating and drinking