ଦକ୍ଷିଣ ସାହି Dakshiṇa sāhi
- ଦେ. ବି. — ଗ୍ରାମର ଘରମାନଙ୍କ ଦକ୍ଷିଣ ଧାଡ଼ି — The southern row of houses in a village
- ଦେ. ବି. — [ଦ୍ର— ସାଧାରଣତଃ ଗ୍ରାମମାନଙ୍କ ଓ ବିଶେଷତଃ ବାହ୍ମଣ ଶାସନ— ମାନଙ୍କ ଘରମାନ ଉତ୍ତର ଓ ଦକ୍ଷିଣ ସାହି ହୋଇ ଦୁଇ ଧାଡ଼ିରେ ତିଆରି ହୋଇ ଥାଏ ଏବଂ ଗ୍ରାମଦାଣ୍ଡ ପୂର୍ବରୁ ପଶ୍ଚିମକୁ ଲମ୍ବି ଥାଏ ।]
- ଦେ. ବି. — ଦକ୍ଷିଣ ଦିଗରେ ଥିବା ଧାଡ଼ି ବା ପଂକ୍ତି — The southern row