ଦକ୍ଷିଣ ପଶ୍ଚିମା Dakshiṇa paṡchimā

  • ସଂ. ବି. (ଦକ୍ଷିଣ+ପଶ୍ଚିମ+ଆ) — ଦକ୍ଷିଣ ପଶ୍ଚିମ କୋଣ — The south-west corner
  • ଦେ. ବି — ଦକ୍ଷିଣ ପଶ୍ଚିମ କୋଣ ସମ୍ବନ୍ଧୀୟ — South-westerly; south-western