ଦକ୍ଷିଣ ନାୟକ Dakshiṇa nāyaka

  • ସଂ. ବି. ପୁଂ. (ଦକ୍ଷିଣ=ଅନୁକୂଳ+ନାୟକ) — କାବ୍ୟୋକ୍ତ ନାୟକ ବିଶେଷ; ଯେଉଁ ନାୟକ ଅନେକ ନାୟିକାଙ୍କଠାରେ ସମାନୁରାଗୀ — A hero of a romance who has equal attachment for more than one sweat heart
  • ସଂ. ବି. ପୁଂ. (ଦକ୍ଷିଣ=ଅନୁକୂଳ+ନାୟକ) — ସାଧୁ ବିଧୁ ନାମ ଦକ୍ଷିଣ ନାୟକ ଲକ୍ଷଣ ସମ୍ପୂର୍ଣ୍ଣ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ।